ଗୋରଡ଼ା ଦେବା Goraṟḍ̠ā debā

  • ଦେ. କ୍ରି. — ନବପ୍ରସୂତିର ଜନନେନ୍ଦ୍ରିୟର ନିକଟ— ବର୍ତ୍ତୀ ଅଂଶମାନ ତାତିଲା ଗୋଇଠିରେ ସେକିବା — To worm or dry-forement the private parts of a newly delivered woman