ଗୋରଡ଼ା ଘିନିବା Goraṟḍ̠ā ghinibā
- ଦେ. କ୍ରି. — (ନବପ୍ରସୂତି) ନିଜର ଜନନେନ୍ଦ୍ରିୟର ଚତୁର୍ଦ୍ଦିଗର ଅଂଶକୁ ଅନ୍ଯ ବ୍ଯକ୍ତିର ଅଗ୍ନି— ସନ୍ତପ୍ତ ଗୋଇଠି ଦ୍ୱାରା ସେକାଇ ହେବା — To allow one's private parts to be dry-formented with the heels of another (said of a newly delivered woman)