ଗୋରେଖ Gorekha

  • ଗ୍ରା. ବି. (ସଂ. ଗୋରକ୍ଷ) — ଗୋରଖନାଥ (ଦେଖ) — Gorakhanātha (See)
  • ଗ୍ରା. ବି. (ସଂ. ଗୋରକ୍ଷ) — ଏ ଜ୍ଞାନ ମତ୍ସ୍ୟ ପେଟେ ଥାଇ ଶୁଣି, ସେ ପୁଣି ଗୋରେଖ ଆଗେ ବଖାଣି। ପ୍ରାଚୀ, ପରଚେଗୀତା।