ଗୋରୁଜଗା Gorujagā

  • ଦେ. ବିଣ — ଯେ ଗୋରୁଙ୍କୁ ଚରାଏ ବା ଗୋରୁ ଚରିବା ସମୟରେ ଗୋରୁଙ୍କୁ ଜଗେ — (a person) Tending cattle; looking after the cattle while grazing
  • ଦେ. ବି. — ଗୋରୁରଖୁଆଳ — Cowherb
  • ଦେ. ବି. — ଚରୁଥିବା ଗୋରୁଙ୍କୁ ଜଗିବା କର୍ମ — Looking after grazing cattle