ଗୋରୁ ମାରିବା

  • ଦେ. କ୍ରି — ଗୋବଧ କରିବା— 2 । ନିଜର ପାଳିତ ଗୋରୁର ଅପମୃତ୍ୟୁ ହେଲେ ପୁରାଣର ବିଧାନ— ଅନୁସାରେ ଗୋ—ସ୍ୱାମୀ ରୂପେ ଉକ୍ତ ଅପମୃତ୍ୟୁର ପାପରେ ଭାଗୀ ହେବା। — ଗୋବଧ କରିବା—2 ନିଜର ପାଳିତ ଗୋରୁର ଅପମୃତ୍ୟୁ ହେଲେ ପୁରାଣର ବିଧାନ— ଅନୁସାରେ ଗୋ—ସ୍ୱାମୀ ରୂପେ ଉକ୍ତ ଅପମୃତ୍ୟୁର ପାପରେ ଭାଗୀ ହେବା