ଗୋରୁ ଚରିବା Goru charibā

  • ଦେ. ବି. — ପଡ଼ିଆ ଆଦିରୁ ଗୋରୁ ଘାସଖାଇବା — Pasturing; grazing
  • ଦେ. ବି. — (ଲକ୍ଷଣାର୍ଥ) (କୌଣସି ପଦାର୍ଥ ବା ପ୍ରହାର) ଅପର୍ଯ୍ୟାପ୍ତ ସଂଖ୍ୟା ବା ପରିମାଣରେ ଘଟିବା — (figurative) Taking place profusely; being done prosusely
  • ଦେ. ବି. — (ଯଥା—ଏ ବର୍ଷ ଆମ୍ବ ଗୋରୁ ଚରିଗଲେ; ମାଡ଼ରେ ଗୋରୁ ଚରିଗଲେ।)