ଗୋରୁ ଖିଆ Goru khiā
- ଦେ. ବି. (ସଂ. ଗବାକ୍ଷୀ; ଗୋରକ୍ଷ କର୍କଟୀ) — ବିମ୍ବଫଳ; କଇଞ୍ଚିକାକୁଡ଼ି; ଲତାବିଶେଷ — A creeper; Coccinea Indica
- ଦେ. ବି. (ସଂ. ଗବାକ୍ଷୀ; ଗୋରକ୍ଷ କର୍କଟୀ) — [ଦ୍ର—ଏହାର ଅନ୍ଯ ନାମ ଗୋଠକାକୁଡ଼ି ଓ ଛୋଟ ମହାକାଳ।]
- ଦେ. ବିଣ — (ସଂ. ଗୋଖାଦକ)— ଗୋଖାଦକ — Beaf-eating
- ଦେ. ବିଣ — ଗୋରୁ ଦ୍ୱାରା ଭୁକ୍ତ — Eaten by cows