ଗୋରୀ କାଳୀ Gorī kāḻī

  • ଦେ. ବି. ସ୍ତ୍ରୀ (ବିପରୀତାର୍ଥ ସହଚର) — ଗୌରବର୍ଣ୍ଣା ଓ ଶ୍ୟାମବର୍ଣ୍ଣା ସ୍ତ୍ରୀଦ୍ୱୟ — A fair-complexioned and a dark-complexioned woman
  • ଦେ. ବି. ସ୍ତ୍ରୀ (ବିପରୀତାର୍ଥ ସହଚର) — ଗୋରୀ କାଳୀ ଦିହେଁ ଗାଧୋଇ ଗଲେ ଭାଙ୍ଗିଲେ ଗଞ୍ଜେଇ ଡାଳ, ଗୋରୀ ପଚାରଇ କାଳୀ ଲୋ! ବଞ୍ଚିବୁ ତୁ କେତେ କାଳ? ଢଗ