ଗୋରିଲ୍ଲା Gorillā

  • ବୈଦେ. ବି. (ଆଫ୍ରିକା ପ୍ରଚଳିତ ଭାଷା) — ବନମନୁଷ୍ୟ; ଆଫ୍ରିକାର ଜଙ୍ଗଲରେ ବାସ କରୁଥିବା ଏକ ପ୍ରକାର ନରତୁଲ୍ୟ ମର୍କଟ — Guerilla
  • ବୈଦେ. ବି. (ଆଫ୍ରିକା ପ୍ରଚଳିତ ଭାଷା) — [ଦ୍ର—ଏମାନେ ଦଳ ବାନ୍ଧି ଆଫ୍ରିକାର ମହାରଣ୍ୟରେ ରହନ୍ତି। ଏମାନଙ୍କ ଦେହର ଚମଡ଼ା କଳା, କାନ ଛୋଟ ଓ ହାତ ବହୁତ ଲମ୍ବା; ଏ ଉଚ୍ଚରେ 5 ୳ ହାତ ପର୍ଯ୍ୟନ୍ତ ବଢ଼ନ୍ତି। ଏମାନଙ୍କ ଦେହରେ ଖୁବ୍ ବଳ। ଏମାନେ ଫଳଭୋଜୀ; ଗଛ ଉପରେ ଡାଳ— ପତ୍ରରେ କୁଡ଼ିଆ ତିଆରି କରି ଏମାନେ ବାସ କରନ୍ତି। ଏମାନେ ଭୁକିଲା ପରି ରାବ କରନ୍ତି ଏବଂ ଚିଡ଼ିଲେ ଗର୍ଜନଶବ୍ଦ କରନ୍ତି। ଏମାନଙ୍କ ଶରୀରର ଗଠନ ମନୁଷ୍ୟର ଶରୀର ପରି। ହି. ଶବ୍ଦସାଗର।] — [ଦ୍ର—ଏମାନେ ଦଳ ବାନ୍ଧି ଆଫ୍ରିକାର ମହାରଣ୍ୟରେ ରହନ୍ତି ଏମାନଙ୍କ ଦେହର ଚମଡ଼ା କଳା, କାନ ଛୋଟ ଓ ହାତ ବହୁତ ଲମ୍ବା; ଏ ଉଚ୍ଚରେ5୳ ହାତ ପର୍ଯ୍ୟନ୍ତ ବଢ଼ନ୍ତି ଏମାନଙ୍କ ଦେହରେ ଖୁବ୍ ବଳ ଏମାନେ ଫଳଭୋଜୀ; ଗଛ ଉପରେ ଡାଳ— ପତ୍ରରେ କୁଡ଼ିଆ ତିଆରି କରି ଏମାନେ ବାସ କରନ୍ତି ଏମାନେ ଭୁକିଲା ପରି ରାବ କରନ୍ତି ଏବଂ ଚିଡ଼ିଲେ ଗର୍ଜନଶବ୍ଦ କରନ୍ତି ଏମାନଙ୍କ ଶରୀରର ଗଠନ ମନୁଷ୍ୟର ଶରୀର ପରି ହି. ଶବ୍ଦସାଗର]