ଗୋରା ଚମଡ଼ା Gorā chamaṟḍ̠ā

  • ଦେ. ବି. — ଶ୍ୱେତକାୟ ବ୍ଯକ୍ତିର ଗାତ୍ରଚର୍ମ — The skin of a fair-complexioned person
  • ଦେ. ବି. — ଶ୍ୱେତକାୟ ବ୍ଯକ୍ତି — Fair-skinned person
  • ଦେ. ବି. — ଇଉରୋପୀୟ ବ୍ଯକ୍ତି — An European
  • ଦେ. ବିଣ — ଶ୍ୱେତକାୟ — Fair-skinned