ଗୋରସ Gorasa
- ସଂ. ବି. ( 6 ଷ୍ଠୀ ତତ୍; ଗୋ+ରସ) — ଗୋଦୁଗ୍ଧ — Cow's milk
- ସଂ. ବି. ( 6 ଷ୍ଠୀ ତତ୍; ଗୋ+ରସ) — ଗୋରୁଠାରୁ ଜାତ ଦୁଗ୍ଧରୁ ପ୍ରସ୍ତୁତ ଘିଅ, ଦହି, ଲହୁଣୀ ଆଦି — Preparations from cow's milk e.g. ghee, curd, butter etc.)
- ସଂ. ବି. ( 6 ଷ୍ଠୀ ତତ୍; ଗୋ+ରସ) — ଦହି — Curds
- ସଂ. ବି. ( 6 ଷ୍ଠୀ ତତ୍; ଗୋ+ରସ) — ଇନ୍ଦ୍ରିୟସୁଖ (ହି. ଶବ୍ଦସାଗର) — Sensual pleasure
- ପ୍ରାଦେ. (ସମ୍ବଲପୁର) ବି. — ଗୋଦୁଗ୍ଧ — Cow's milk