ଗୋରଜ Goraja

  • ସଂ. ବି. (ମ. ପ. ଲୋ; ଗୋ+ରଜଃ) — ଗତିକରୁଥିବା ଗୋରୁଙ୍କ ଖୁରାଦ୍ୱାରା ଉତ୍ଥିତ ଧୂଳି — Dust raised by the hoofs of moving kine