ଗୋମାଂସ Gomāmsa

  • ସଂ. ବି. ( 6 ଷ୍ଠୀ ତତ୍, ଗୋ+ମାଂସ) — ଗୋରୁଙ୍କ ମାଂସ — Beef
  • ସଂ. ବି. ( 6 ଷ୍ଠୀ ତତ୍, ଗୋ+ମାଂସ) — [ଦ୍ର—ଗୋମାଂସ ହିନ୍ଦୁର ଅଖାଦ୍ୟ; କିନ୍ତୁ ବୈଦିକଯୁଗରେ ଗୋମାଂସ ହିନ୍ଦୁମାନେ ଭୋଜନ କରୁଥିବାର ପ୍ରମାଣ ମିଳେ।]