ଗୋମଣ୍ଡଳ Gomaṇḍaḻa

  • ସଂ. ବି. ( 6 ଷ୍ଠୀ ତତ୍; ଗୋ+ମଣ୍ଡଳ) — ଗୋବୃନ୍ଦ (ଦେଖ) — Gobṛunda (See)
  • ସଂ. ବି. ( 6 ଷ୍ଠୀ ତତ୍; ଗୋ+ମଣ୍ଡଳ) — ପୃଥିବୀମଣ୍ଡଳ; ଭୂମଣ୍ଡଳ — The globe
  • ସଂ. ବି. ( 6 ଷ୍ଠୀ ତତ୍; ଗୋ+ମଣ୍ଡଳ) — କିରଣ ସମୂହ — Rays of light