ଗୋମକ୍ଷିକା Gomakshikā

  • ସଂ. ବି. (ମ. ପ. ଲୋ; ଗୋମାନଙ୍କୁ ଦଂଶନ କରୁଥିବା ମକ୍ଷିକା) — ଡାଉଁଶ; ଦଂଶ — Gadfly
  • ସଂ. ବି. (ମ. ପ. ଲୋ; ଗୋମାନଙ୍କୁ ଦଂଶନ କରୁଥିବା ମକ୍ଷିକା) — ଗୋରୁଙ୍କ ଦେହରେ ଲାଗିବା ମାଛି — Fleas attacking or infesting cattle