ଗୋବିନ୍ଦ Gobinda

  • ସଂ. ବି. (ଗୋ+ବିଦ୍ ଧାତୁ+କର୍ତ୍ତୃ. ଅ) — ବିଷ୍ଣୁ — Bishṇu
  • ସଂ. ବି. (ଗୋ+ବିଦ୍ ଧାତୁ+କର୍ତ୍ତୃ. ଅ) — ଶ୍ରୀକୃଷ୍ଣ — Srīkṛushṇa
  • ସଂ. ବି. (ଗୋ+ବିଦ୍ ଧାତୁ+କର୍ତ୍ତୃ. ଅ) — ଗୋପାଳ — Cowherd
  • ସଂ. ବି. (ଗୋ+ବିଦ୍ ଧାତୁ+କର୍ତ୍ତୃ. ଅ) — ବୃହସ୍ପତି (ଦେଖ) — Bṛuhaspati (See)
  • ସଂ. ବି. (ଗୋ+ବିଦ୍ ଧାତୁ+କର୍ତ୍ତୃ. ଅ) — ଗୋପେନ୍ଦ୍ର; ଶ୍ରେଷ୍ଠ ଗୋପାଳ — A chief herdsman (M.W.)
  • ଦେ. ବି — ଅଚ୍ୟୁତାନନ୍ଦଙ୍କ ଶିଷ୍ୟ ଦ୍ୱାଦଶ ଗୋପାଳଙ୍କ ମଧ୍ୟରୁ ଜଣେ — One of the twelve cowherd-disciples of Achyutānanda
  • ଦେ. ବି — ପୁରୁଷଙ୍କୁ ଦିଆଯିବା ନାମ — A name given to males