ଗୋବିନ୍ଦ ଭଞ୍ଜ Gobinda bhan̄ja
- ଦେ. ବି. (ନାମ) — ଷୋଡ଼ଶ ଶତାବ୍ଦୀର ଶେଷ ଭାଗର ଜନୈକ ଓଡ଼ିଆ କବି — An Oṟḍ̠iā poet flourishing in the last qurter of the 16th century
- ଦେ. ବି. (ନାମ) — [ଦ୍ରା—ଏ କେନ୍ଦୁଝର ରାଜବଂଶୀୟ ଥିଲେ। ପରେ ମିଶ୍ରବୈଷ୍ଣବ ସମ୍ପ୍ରଦାୟର ଅନ୍ତର୍ଭୁକ୍ତ ହୋଇଥିଲେ। 'ଚରଣସୁଧାନିଧି' ନାମକ ବୈଷ୍ଣବ ଗ୍ରନ୍ଥ ଏହାଙ୍କଦ୍ୱାରା ରଚିତ ହୋଇଥିଲା। ବିନାୟକ— ଉତ୍କଳ ସାହିତ୍ୟର ଇତିହାସ।]