ଗୋବର୍ଦ୍ଧନ Gobarddhana

  • ସଂ. ବି. (ଗୋ+ ବର୍ଦ୍ଧନ) — ବୃନ୍ଦାବନ ନିକଟସ୍ଥ ପାହାଡ଼ (ଯାହାକୁ ଶ୍ରୀକୃଷ୍ଣ ବାଆଁ ହାତରେ ଛତା ସ୍ୱରୂପ ଟେକି ଧରି ଗୋପବାସୀଙ୍କୁ ସପ୍ତଦିବସବ୍ୟାପୀ ବୃଷ୍ଟିରୁ ରକ୍ଷା କରିଥିଲେ) — A hill near Bṛundābana (which Ṡrīkṛushṇa upheld to shelter the cowherds from a seven day's rain and storm with which Indra visited them
  • ଦେ. ବି. (ପୁଂ) — ପୁରୁଷଙ୍କୁ ଦିଆଯିବା ନାମ — A name given to males