ଗୋବରା ନନା Gobarā nanā

  • ଦେ. ବି. (ଅନାଦରାର୍ଥକ) — ମୂର୍ଖ ବ୍ରାହ୍ମଣ; ବୈଦିକ କର୍ମକାଣ୍ଡରେ ଜ୍ଞାନରହିତ ବ୍ରାହ୍ମଣ — A Brāhmaṇa who is not learned in Brāhmanic lore