ଗୋବରା ଗୋବରି କରିବା Gabarāgobarī karibā

  • ଦେ. କ୍ରି — ଅପରିଷ୍କୃତ ଓ ଅପାଠ୍ୟ ଲେଖା ଲେଖିବା; ଗାବରାଇବା — To write slovenly; to scrawl
  • ଦେ. କ୍ରି — କୌଣସି କାର୍ଯ୍ୟକୁ ଅସୁନ୍ଦର ଭାବରେ ସମ୍ପାଦନ କରିବା — To bungle; to perform a work clumsily