ଗୋବରଲଣ୍ଡା Gobaralaṇḍā

  • ଦେ. ବି.—(ସଂ. ଗୋମୟ ଓ ଲେଣ୍ଡ) — ଗୋରୁଦ୍ୱାରା ଉତ୍ସୃଷ୍ଟ ହେବା ସମୟରେ ଏକାଥରକେ ଏକତ୍ର ସ୍ତୃପାକାରରେ ଜମା ହେବା ଗୋବର — A mass of cowdung left by a cow at one time; a ball of cowdung