ଗୋବରଖାତ Gobarakhāta

  • ଦେ. ବି. (ସଂ. ଗୋବର+ ଖାତ) — ଗୁହାଳରୁ ପ୍ରତିଦିନ ପୋଛା ହେଉଥିବା ଗୋବରକୁ ଖତପାଇଁ ଜମାକରି ରଖିବା ନିମନ୍ତେ ଖୋଳାହେବା ଗର୍ତ୍ତ — A pit to preserve cowdung for manure