ଗୋବରକାଳି, ଦେଇଛି ଢାଳି Gobarakāḻi deichchi ḍhāḻi

  • ଦେ. (ବାକ୍ୟ—ଓଡ଼ଶା ପାଲିଙ୍କି— ବେହେରାମାନଙ୍କର ଡାକ) ବାଟରେ ଗୋବର ପଡ଼ିବାର ଦେଖିଲେ କିମ୍ବା ଆକାଶକୁ କଳା ମେଘ ଆଚ୍ଛନ୍ନ କଲେ ଗଉଡ଼ମାନେ ଏ ପଦ ଡାକନ୍ତି — A term used by palki-bearers to indicate that the road is strewn with cowdung or the sky is overclouded