ଗୋବର ଲଗାଇବା Gobara lagāibā
- ଦେ. କ୍ରି — କୌଣସି ଅପରିଷ୍କୃତ ସ୍ଥାନକୁ ଗୋବର ଲଗାଇ ଲିପିବା — To wash a place with cowdung
- ଦେ. କ୍ରି — (ଲକ୍ଷଣାର୍ଥ) କୌଣସି କାର୍ଯ୍ୟରେ ଭୁଲଭଟକା ରଖିବା; ତନ୍ତରମାଧିଆ କରି କାର୍ଯ୍ୟ କରିବା — To bungle; to do a work clumsily
- ଦେ. କ୍ରି — ଗେବରେଇ କରି ଲେଖିବା — To scrawl
- ଦେ. କ୍ରି — ଏକାବେଳକେ ବିନଷ୍ଟ କରିବା — To destroy totally