ଗୋବର ପୋକ Gobara poka

  • ଦେ. ବି. — ବାସୀ ଗୋବରରେ ଦେଖାଯିବା ଏକ ପ୍ରକାର କଳା ଓ କଠିନ ଆବରଣ ବିଶିଷ୍ଟ ବଡ଼ ପୋକ — A kind of black large beetle (with tough covering) found in heaps of cowdung; scarab or tumble-dung insect; tumble-bug
  • ଦେ. ବି. — ଅଂଶାଇ; ଗୋରୁ ହଗିଥିବା ସ୍ଥାନରେ ଗୋବର କିଛିକ୍ଷଣ ପଡ଼ି ରହିଲେ ସେଥିରେ ଦେଖାଯିବା କୃମି — Grub found on cowdung left exposed for some time