ଗୋବ ବସାଇବା Goba basāibā

  • ଦେ. କ୍ରି — ଢାଲ ଉପରେ ବା କବାଟରେ ଛତିବାଲା ଆବୁମାନ ସଂଲଗ୍ନ କରିବା — To attach knobs to the surface of a shield or door-plate
  • ଦେ. କ୍ରି — ଦରଜ ହୋଇଥିବା ସ୍ଥାନରେ ସିଝୁ ଓ କଦଳୀପୁଆ ଆଦିର ଗୋଲାକାର ମୁଣ୍ଡକୁ ମାଡ଼ିବା — To stamp a painful limb with stumps