ଗୋପ୍ତା Goptā
- ସଂ. ବିଣ. ପୁଂ. (ଗୁପ୍ ଧାତୁ+ କର୍ତ୍ତୃ. ତୃ; 1 ମା. 1 ବ.) — ରକ୍ଷଣକାରୀ — Protecting
- ସଂ. ବି. — ରକ୍ଷକ; ରକ୍ଷାକର୍ତ୍ତା — Protector; Saviour
- ସଂ. ବି. — ପ୍ରତିପାଳକ — Maintainer
- ସଂ. ବି. — ଅଧ୍ୟକ୍ଷ; ନେତା — Headman; leader
- ସଂ. ବି. — ବିଷ୍ଣୁଙ୍କ ନାମ — A name of Bishṇu