ଗୋପୁର Gopura
- ସଂ. ବି. (ଗୁପ୍ ଧାତୁ+ କର୍ମ. ଉର) — ପୁରଦ୍ୱାର; ନଗରଦ୍ୱାର — A town-gate; a city-gate
- ସଂ. ବି. (ଗୁପ୍ ଧାତୁ+ କର୍ମ. ଉର) — ତୋରଣ — Gateway; portal
- ସଂ. ବି. (ଗୁପ୍ ଧାତୁ+ କର୍ମ. ଉର) — ଦେବମନ୍ଦିରର ବେଢ଼ାଭିତରକୁ ଯିବାର ବାଟ ଉପରେ ଥିବା ତୋରଣଯୁକ୍ତ ମନ୍ଦିର (ତେଲୁଗୁ—ଗୋପୁରମ୍) — A temple open on both sides in the compound-wall of a temple through which visitors enter into the compound of the inner temple
- ସଂ. ବି. (ଗୁପ୍ ଧାତୁ+ କର୍ମ. ଉର) — ସୁନ୍ଦର ଗୋପୁର ବୃନ୍ଦ ଜଡ଼ିତ ରତନେ। ରାଧାନାଥ ମହାଯାତ୍ରା।
- ସଂ. ବି. (ଗୁପ୍ ଧାତୁ+ କର୍ମ. ଉର) — [ଦ୍ର—ଉତ୍କଳରେ ମନ୍ଦିରର ସଦର ଗୋପୁରକୁ ସିଂହଦ୍ୱାର, ଅନ୍ଯ ଗୋପୁରମାନଙ୍କୁ ଯଥାକ୍ରମେ ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଦ୍ୱାର ବୋଲାଯାଏ। ଦାକ୍ଷିଣାତ୍ୟରେ ମନ୍ଦିରମାନଙ୍କ ଗୋପୁରମାନ ଶିଳ୍ପକଳାରେ ପୂର୍ଣ୍ଣ। ଭାରତର ଅନ୍ଯ ଅଞ୍ଚଳମାନଙ୍କରେ (ଯଥା— ବୃନ୍ଦାବନର ସାହାଜୀଙ୍କ ନିର୍ମିତ ବିଷ୍ଣୁ ମନ୍ଦିର) ଯେଉଁଠାରେ ଦାକ୍ଷିଣାତ୍ୟର ଭକ୍ତମାନେ ମନ୍ଦିର ତିଆରି କରିଅଛନ୍ତି, ସେଠାରେ ଗୋପୁରମାନ ନିର୍ମାଣ କରି ଅଛନ୍ତି।]