ଗୋପାୟିତ Gopāyita

  • ସଂ. ବିଣ. (ଗୁପ୍=ରକ୍ଷା କରିବା+କର୍ମ. ତ) — ରକ୍ଷିତ; ପାଳିତ; ପୁଷ୍ଟ — Brought up; maintained