ଗୋପାଳ କବି Gapāḻa kabi

  • ଦେ. ବି. — ଜନୈକ ଓଡ଼ିଆ କବି — An ancient Oṟḍ̠iā poet
  • ଦେ. ବି. — [ଦ୍ର—ଏ ଜଣେ ତୈଲଙ୍ଗ, ଏ ଦକ୍ଷିଣରୁ ଯାଇ ସମ୍ବଲପୁରରେ ଥିଲେ। ଏ ଆଧ୍ୟାତ୍ମରାମାୟଣକୁ ଓଡ଼ିଆ ଭାଷାରେ ଅନୁବାଦ କରି ଅଛନ୍ତି। ତାରିଣୀ, ଉତ୍କଳ ସାହିତ୍ୟର ଇତିହାସ।]