ଗୋପଷ୍ଟମୀ Gopāshṭamī

  • ସଂ. ବି — କାର୍ତ୍ତିକ ଶୁକ୍ଳ ଅଷ୍ଟମୀ — The 8th day of the bright fortnight of the month of Kārttika
  • ସଂ. ବି — [ଦ୍ର—ଏ ଦିନ ଶ୍ରୀକୃଷ୍ଣ ପ୍ରଥମେ ଗୋରୁ ଚରାଇବାକୁ ଆରମ୍ଭ କରିଥିଲେ; ଏ ଦିନ ଗୋପୂଜା ଓ ଗୋସେବା କରାଯାଏ ଓ ଗୋଶାଳା ମାନଙ୍କରେ ଉତ୍ସବ କରାଯାଏ।]