ଗୋପାଳିଆ Gopāḻiā

  • ଦେ. ବିଣ — ଅଡ଼ୁଆତଡ଼ୁଆ — Complicated; tangled
  • ଦେ. ବିଣ — ଗୋଳିଆ — Indiscriminately mixed up
  • ଦେ. ବି. (ଅନାଦରାର୍ଥ) — ଗୋପାଳର ଡାକ ନାମ — A name for calling Gopāḻa
  • ଦେ. ବି. (ଅନାଦରାର୍ଥ) — ମୂଳରୁ ମାଇପ ନାହିଁ, ପୁଅ ନାହିଁ ଗୋପାଳିଆ—ଢଗ।