ଗୋପାଳଭୋଗ Gopāḻabhoga
- ଦେ. ବି — ଏକପ୍ରକାର ଉତ୍କୃଷ୍ଟ ଧାନ — Name of a fine kind of paddy
- ଦେ. ବି — ଏକପ୍ରକାର ଉତ୍କୃଷ୍ଟ ଆମ୍ବ — Name of an excellent mango
- ଦେ. ବି — ବିଷ୍ଣୁଙ୍କ ନିକଟରେ ଭୋଗ ଲାଗିବା ଏକପ୍ରକାର ମିଷ୍ଟାନ୍ନ — Name of a sweet-meat offered to Bishṇu
- ଦେ. ବି — ଏକପ୍ରକାର ଉତ୍କୃଷ୍ଟ କଦଳୀ — Name of a kind of Plantain