ଗୋପପୁରିଆ Gopapurriā

  • ଦେ. ବିଣ. — ଗୋପପୁର ନିବାସୀ — Inhabiting Gopapura
  • ଦେ. ବି. — ଉତ୍କଳର ଏକ ଶ୍ରେଣୀର ଗଉଡ଼ — One of the sub-castes of coeherds in Orissa
  • ଦେ. ବି. — [ଦ୍ର— ଗଉଡ଼ଙ୍କ ଅନ୍ୟଶ୍ରେଣୀ ମଥୁରାପୁରିଆ, ମଗଧା, ଭୂରିଆ, ଡୁମାଳ।]