ଗୋପନୀଳା Gopanīḻā

  • ଗ୍ରା. ବି. — (ସଂ. ଗୋପଲୀଳା) ଶ୍ରୀକୃଷ୍ଣ, ରାଧିକା, ଗୋପୀ ଆଦିଙ୍କର ପିତୁଳା ତିଆରି କରି ଘୋଡ଼ାବାଳ ସାହାଯ୍ୟରେ ଉକ୍ତ ପିତୁଳାଙ୍କୁ ନଚାଇବା ରୂପ କ୍ରୀଡ଼ା — A kind of doll-dance