ଗୋପତମାରୁ Gopatamāru

  • ଗ୍ରା. ବିଣ. (ସଂ. ଗୁପ୍ତମାରକ) — ବିଶ୍ୱାସଘାତକ — Treacherous
  • ଗ୍ରା. ବିଣ. (ସଂ. ଗୁପ୍ତମାରକ) — ଗୁପ୍ତହନ୍ତା — Assassin
  • ଗ୍ରା. ବିଣ. (ସଂ. ଗୁପ୍ତମାରକ) — ରହସ୍ୟଭେଦକାରୀ — Prying into the secrets of others