ଗୋଧାଙ୍ଗୁଳିତ୍ର Godhāṅguḻitra

  • ସଂ. ବି (ମ. ପ. ଲୋ. କର୍ମଧାରୟ; ଗୋଧା=ଗୋଧିଚର୍ମ ନିର୍ମିତ+ଅଙ୍ଗୁଳିତ୍ର) — ଗୋଧି ଚମରେ ତିଆରି ଦସ୍ତାନା — A glove made of the skin of iguana
  • ସଂ. ବି (ମ. ପ. ଲୋ. କର୍ମଧାରୟ; ଗୋଧା=ଗୋଧିଚର୍ମ ନିର୍ମିତ+ଅଙ୍ଗୁଳିତ୍ର) — [ଦ୍ର—ପୂର୍ବକାଳରେ ଧାନୁଷ୍କ ଯୋଦ୍ଧାମାନେ ଏହା ବ୍ଯବହାର କରୁଥିଲେ।]