ଗୋଧର୍ମ Godharma

  • ସଂ.ବି ( 6 ଷ୍ଠୀ ତତ୍; ଗୋ+ଧର୍ମ) — (ପଶୁମାନଙ୍କ ପରି) ଅଗମ୍ୟଗମ୍ୟବିଚାରହୀନ ସଙ୍ଗମ (ହି. ଶବ୍ଦସାଗର) — Indiscriminate copulation; promiscuous sexual intercourse