ଗୋଦୋହନୀ Godohanī

  • ସଂ. ବି. ସ୍ତ୍ରୀ. (ଗୋ+ଦୁହ୍ ଧାତୁ+ଅଧିକରଣ. ଅନ+ସ୍ତ୍ରୀ. ଈ) — ଗାଈଦୁହାଁ ଠେକି ବା ଭାଣ୍ଡ — Milk-pail; milking pot or jug