ଗୋଦାମ ଝଡ଼ା Godāma jhaṟḍ̠ā

  • ଦେ. ବି — ଗୋଦାମରେ ମହଜୁଦ ଥିବା ପଣ୍ୟ ଦ୍ରବ୍ୟମାନ ବିକ୍ରି ହୋଇ ସାରିବା ପରେ ଅଳିଆ ମଧ୍ୟରେ ଯେଉଁ ଅକର୍ମଣ୍ୟ ମାଲମାନ ରହି ଯାଇଥାଏ — Refuse of a godown; things left after sweeping a godown
  • ଦେ. ବି — ଗୋଦାମସାଫ୍ ବିକ୍ରି (ଦେଖ) — Clearance-sale of the remnants of a godown