ଗୋଦାବରୀ Godābarī

  • ସଂ. ବି. (ଗୋ=ଜଳ+ଦା ଧାତୁ+ପ୍ରଧାନାର୍ଥ. ବର+ସ୍ତ୍ରୀ) — ଦକ୍ଷିଣ ଭାରତର ନଦୀବିଶେଷ — A river in south India
  • ସଂ. ବି. (ଗୋ=ଜଳ+ଦା ଧାତୁ+ପ୍ରଧାନାର୍ଥ. ବର+ସ୍ତ୍ରୀ) — [ଦ୍ର—ଏ ନଦୀ ପଶ୍ଚିମଘାଟ ପର୍ବତମାଳାରୁ ବାହାରି ବାଟରେ ଅନେକ ଗୁଡ଼ିଏ ଶାଖା ସଙ୍ଗେ ମିଶି ପୂର୍ବାଭିମୁଖରେ ହାଇଦ୍ରାବାଦ ବାଟେ ବଙ୍ଗୋପସାଗରରେ ପଡ଼ିଅଛି। ଏହି ନଦୀ କୂଳରେ ରାଜ- ମହେନ୍ଦ୍ରି ନଗର ଅବସ୍ଥିତ। ଏହା ବସ୍ତର ରାଜ୍ୟର ଦକ୍ଷିଣ ସୀମା ଅଟେ। ବାରବର୍ଷରେ ଥରେ ଏ ନଦୀରେ ସ୍ନାନଯୋଗ ଘଟେ। ବସ୍ତର ରାଜ୍ୟର ଇନ୍ଦ୍ରାବତୀ ନଦୀ ଗୋଦାବରୀ ନଦୀରେ ପଡ଼ିଅଛି। ଗୋଦାବରୀ ମୁହାଣରେ ୟାନାଓନ (ଫରାସୀ ଅଧିକୃତ) ନଗର ଅବସ୍ଥିତ।]
  • ସଂ. ବି. (ଗୋ=ଜଳ+ଦା ଧାତୁ+ପ୍ରଧାନାର୍ଥ. ବର+ସ୍ତ୍ରୀ) — ମାନ୍ଦ୍ରାଜ ପ୍ରଦେଶର ଗୋଟିଏ ଜିଲା — A district in the Madras presidency