ଗୋତ୍ରପ୍ରବର Gotraprabara

  • ସଂ. ବି — ( 6 ଷ୍ଠୀ ତତ୍; ଗୋତ୍ର+ପ୍ରବର) ଗୋତ୍ରପ୍ରବର୍ତ୍ତକ ବ୍ଯକ୍ତି — (6ଷ୍ଠୀ ତତ୍; ଗୋତ୍ର+ପ୍ରବର) ଗୋତ୍ରପ୍ରବର୍ତ୍ତକ ବ୍ଯକ୍ତି— . The founder of a family
  • ସଂ. ବି — କୁଳର ପ୍ରଧାନ ବା ଶ୍ରେଷ୍ଠ ବ୍ଯକ୍ତି — The eldest or headman of a family
  • ସଂ. ବି — (ସହଚର ଶବ୍ଦ) କୌଣସି ବ୍ଯକ୍ତିର ବଂଶର ପ୍ରବର୍ତ୍ତକ ଆଦିପୁରୁଷଙ୍କ ନାମସମ୍ବଳିତ ଗୋତ୍ର ଓ ଉକ୍ତ ଆଦିପୁରୁଷଙ୍କର ବଂଶ ଯେଉଁ ଶାଖାର ଅନ୍ତର୍ଗତ ସେହି ଶାଖା — The name of a person's progenitor and that of his clan