ଗୋତ୍ରପ୍ରଧାନ Gotrapradhāna

  • ସଂ. ବି (ବହୁବ୍ରୀହି; ଗୋତ୍ର+ପ୍ରଧାନ) — ପର୍ବତଶ୍ରେଷ୍ଠ; ହିମାଳୟ — The Himalayas, the king of mountains
  • ସଂ. ବି (ବହୁବ୍ରୀହି; ଗୋତ୍ର+ପ୍ରଧାନ) — ବଂଶର ଶ୍ରେଷ୍ଠବ୍ଯକ୍ତି — The chief or renowned man of a family