ଗୋତ୍ରଜ Gotraja
- ସଂ. ବିଣ. ପୁଂ (ଗୋତ୍ର+ଜନ୍ ଧାତୁ+କତ୍ତୃ. ଅ) — ଏକବଂଶୀୟ; ସଗୋତ୍ର — Discended from the same of primary ancestor; lineally discended from the same ancestor
- ସଂ. ବିଣ. ପୁଂ (ଗୋତ୍ର+ଜନ୍ ଧାତୁ+କତ୍ତୃ. ଅ) — [ଦ୍ର—ହିନ୍ଦୁଶାସ୍ତ୍ର ମତରେ ଗୋତ୍ରଜ 2 ପ୍ରକାର; ଗୋତ୍ରଜ ସପିଣ୍ଡ ଓ ଗୋତ୍ରଜ ସମାନୋଦକ।] — [ଦ୍ର—ହିନ୍ଦୁଶାସ୍ତ୍ର ମତରେ ଗୋତ୍ରଜ2ପ୍ରକାର; ଗୋତ୍ରଜ ସପିଣ୍ଡ ଓ ଗୋତ୍ରଜ ସମାନୋଦକ]