ଗୋଣ୍ଡ Goṇḍa
- ସଂ. ବି. (ଗୁଣ୍ଡ ଧାତୁ=ବେଷ୍ଟନ କରିବା+କର୍ତ୍ତୃ. ଅ) — ନର୍ମଦା ଓ କୃଷ୍ଣା ନଦୀ ମଧ୍ୟରେ ବିନ୍ଧ୍ୟ ଅଞ୍ଚଳର ଅଧୀବାସୀ ବନ୍ୟ ନୀଚ ଜାତି ବିଶେଷ; ଗଣ୍ଡ ଜାତି — The Gonds; a wild people of low caste inhabiting the Bindhya ranges
- ସଂ. ବି. (ଗୁଣ୍ଡ ଧାତୁ=ବେଷ୍ଟନ କରିବା+କର୍ତ୍ତୃ. ଅ) — ନାଭି — Navel
- ସଂ. ବି. (ଗୁଣ୍ଡ ଧାତୁ=ବେଷ୍ଟନ କରିବା+କର୍ତ୍ତୃ. ଅ) — ଗାଣ୍ଡୁ; ନାଭି ଦେଶର ବର୍ଦ୍ଧିତ ମାଂସ — Enlargement of the navel; a fleshy protuberance of the navel
- ସଂ. ବି. (ଗୁଣ୍ଡ ଧାତୁ=ବେଷ୍ଟନ କରିବା+କର୍ତ୍ତୃ. ଅ) — ଯେଉଁ ବ୍ଯକ୍ତିର ଗାଣ୍ଡୁ ବାହାରି ଥାଏ — A person with fleshly navel