ଗୋଠଖଣ୍ଡିଆ Goṭhakhaṇḍiā
- ଦେ. ବିଣ. — ଯେଉଁ ଜନ୍ତୁ ପହ୍ଲରୁ ପୃଥକ୍ ହୋଇ ରହେ — (animal) Which keeps away from the herd
- ଦେ. ବିଣ. — ଯେ ପହ୍ଲରୁ ପଛକୁ ରହିଯାଇଥାଏ — Strayed from the herd; stray (beast)
- ଦେ. ବିଣ. — (ମନୁଷ୍ୟ) ଯେ ଅନ୍ଯ ବ୍ଯକ୍ତି ସଙ୍ଗେ ମିଶେ ନାହିଁ — (a person) Unsociable; loving to live alone