ଗୋଟି ହେବା Goṭi hebā

  • ଦେ. କ୍ରି — ଗୋଟି ଧରିବା (ଦେଖ) — Goṭi dharibā (See)
  • ଦେ. କ୍ରି — (ଲକ୍ଷଣାର୍ଥ) ଠୁଳ ହେବା — To collect together
  • ଦେ. କ୍ରି — ଜ୍ଞାତି ତୁଲେ ବିରୋଧ କରଇ ଯେ ନର ଗୋଟି ହୁଏ ଆଶ୍ରୟେ କଥାଟି ତାହାର କୃଷ୍ଣସିଂହ, ମହାଭାରତ, ବନ।