ଗୋଟା ଗୋଟା Goṭā goṭā
- ଦେ. ଅ (ଅନାଦରାର୍ଥ) — ଭିନ୍ନ ଭିନ୍ନ; ଖଣ୍ଡ ଖଣ୍ଡ; କ୍ଷୁଦ୍ର କ୍ଷୁଦ୍ର ଟାଣୁଆ ଖଣ୍ଡ — Several lumps
- ଦେ. ଅ (ଅନାଦରାର୍ଥ) — ଏକ ଏକ ହୋଇ; ଥରକେ ଏକ ହୋଇ — One at a time
- ଦେ. ଅ (ଅନାଦରାର୍ଥ) — ଗୋଟାକ ପରେ ଗୋଟାଏ — One after another
- ଦେ. ଅ (ଅନାଦରାର୍ଥ) — ବହୁଶଃ; ବହୁ ସଂଖ୍ୟାରେ — In a great number
- ଦେ. ଅ (ଅନାଦରାର୍ଥ) — (ଆଦରାର୍ଥକ—ଗୋଟିଗୋଟି।)