ଗୋଜିହ୍ୱା Gojihwā

  • ସଂ. ବି — କୋବି; କୃଷିଜାତ ଶାକଗୁଳ୍ମବିଶେଷ (ହି. ଶବ୍ଦସାଗର) — Cabbage
  • ସଂ. ବି — ବନ୍ୟ ତୃଣବିଶେଷ — A kind of wild grass
  • ସଂ. ବି — [ଦ୍ର—ଏହାର ପତ୍ର ଲମ୍ବ ଓ ଫୁଲକୋବିର ପତ୍ର ପରି; ଏଥିରେ ହଳଦିଆ ରଙ୍ଗର ଚକ୍ରାକାର ଫୁଲ ଧରେ; ଏ ଘାସକୁ ପଶୁମାନେ ଆଗ୍ରହ ସହକାରେ ଖାଆନ୍ତି। ବୈଦ୍ଯକ ଅନୁସାରେ ଏହା ଶୀତଳ, ଲଘୁ, ବାତକାରକ ଏବଂ କଫ, ପିତ୍ତ, କାସ, ରକ୍ତବିକାର, ଅରୁଚି, ବ୍ରଣ, ଜ୍ୱର ଓ ବିଷନାଶକ—ହି. ଶବ୍ଦସାଗର।]