ଗୋକର୍ଣ୍ଣ Gokarṇṇa
- ସଂ. ବି. (ଗୋ+କର୍ଣ୍ଣ) — ଏକ ଚାଖଣ୍ଡ ପରିମାଣ; ଅନାମିକା ପ୍ରାନ୍ତରୁ ଅଙ୍ଗୁଷ୍ଠ ପ୍ରାନ୍ତ ପର୍ଯ୍ୟନ୍ତ ପରିମାଣ — A lineal measure; one span
- ସଂ. ବି. (ଗୋ+କର୍ଣ୍ଣ) — ଗଣ୍ଡୂଷ — Sip (of drink)
- ସଂ. ବି. (ଗୋ+କର୍ଣ୍ଣ) — ମୃଗବିଶେଷ — A kind of deer
- ସଂ. ବି. (ଗୋ+କର୍ଣ୍ଣ) — ଅଶ୍ୱତର — Mule
- ସଂ. ବି. (ଗୋ+କର୍ଣ୍ଣ) — ସର୍ପ — Serpent
- ସଂ. ବି. (ଗୋ+କର୍ଣ୍ଣ) — ରୁଦ୍ରବିଶେଷ — A class of Rudra Deity
- ସଂ. ବି. (ଗୋ+କର୍ଣ୍ଣ) — ଦାକ୍ଷିଣାତ୍ୟର ଅନ୍ତର୍ଗତ ତୀର୍ଥବିଶେଷ — Name of a sacred place of pligrimage in Deccan
- ସଂ. ବି. (ଗୋ+କର୍ଣ୍ଣ) — ହିମାଳୟର ଅନ୍ତର୍ଗତ ତୀର୍ଥବିଶେଷ — Name of a sacred place in the Himalayas
- ସଂ. ବି. (ଗୋ+କର୍ଣ୍ଣ) — [ଦ୍ର—ଏଠାରେ ଭଗୀରଥି ତପସ୍ୟା କରିଥିଲେ ବୋଲି ପ୍ରବାଦ ଅଛି।]
- ସଂ. ବି. (ଗୋ+କର୍ଣ୍ଣ) — କାଶୀସ୍ଥ ଶିବଲିଙ୍ଗବିଶେଷ; ଗୋକର୍ଣ୍ଣେଶ୍ୱର — Name of a phallic emblem in Benares